ଆକାଶଛୁଆଁ ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର ଆକାଶଛୁଆଁ ରହିଛି। ଦେଶର ଅନେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତି ଦିନ ଦର ବୃଦ୍ଧି କରୁଛନ୍ତି। ଗୋଟିଏ ପଟେ କରୋନା କଟକଣା ଲୋକଙ୍କ ରୋଜଗାର ଛଡାଇବା ସହ ଆୟ ଉପରେ ପ୍ରହାର କରିଥିବା ବେଳେ ଅନ୍ୟପଟେ ଦରବୃଦ୍ଧି ଜନତାଙ୍କୁ କଲବଲ୍ କରୁଛି। ଏହି ସବୁ ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ … Continue reading ଆକାଶଛୁଆଁ ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର